ନୂଆଦିଲ୍ଲୀ: ପୂର୍ବ ବର୍ଷ ଜୁନ ମାସ ଠାରୁ ଆରମ୍ଭ ହୋଇଥିବା ସୀମା ବିବାଦ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ଥିବାରୁ ୮ଥର ହୋଇଥିବା କମାଣ୍ଡରସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ। ତେଣୁ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆସନ୍ତାକାଲି ୯ମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ୯ମାସ ଧରି ପୂର୍ବ ଲଦାଖରେ ଲାଗିରହିଥିବା ଉତ୍ତେଜନାର ସମାଧାନ କରିବା ପାଇଁ ଏହି ବୈଠକ କରାଯିବ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0