spot_img

ଭାରତର ଜିଡିପି ବାଂଲାଦେଶ ତଳକୁ ଖସିଆସିବ: ଆଇଏମଏଫ

ବ୍ୟୁରୋ ରିପୋର୍ଟ: ଭାରତର ଆର୍ଥିକ ଅଭିବୃଦ୍ଧିହାର, ଜିଡିପି ବାଂଲାଦେଶ ତଳକୁ ଖସିଆସିବ । ଏହି ଆକଳନ କରିଛି ଇଂଟରନ୍ୟାସନାଲ ମନିଟାରି ଫଣ୍ଡ, ଆଇଏମଏଫ । କରୋନା ମହାମାରୀ ଯୋଗୁଁ ଭାରତର ଅର୍ଥନୀତି ଭୁସୁଡିବାରେ ଲାଗିଛି । ବର୍ତମାନ ଏସିଆ ମହାଦେଶରେ ଭାରତର ଅର୍ଥନୀତି ତୃତୀୟ ସ୍ଥାନରେ ରହିଛି । ଯଦିି ପରିସ୍ଥିତିରେ ସୁଧାର ନଆସେ ଭାରତକୁ ବାଂଲାଦେଶ ଟପିଯିବ ବୋଲି ଆକଳନ କରିଛି ଆଇଏମଏଫ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular