ଅଟାରି: ଭାରତ ୨୫ ଜଣ ପାକିସ୍ତାନ ବନ୍ଦୀଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରୁ ୫ ଜଣ ସାଧାରଣ ଲୋକଥିବାବେଳେ ୨୦ ଜଣ ଧୀବର ଅଛନ୍ତି । ତେବେ ବନ୍ଦୀମାନେ ଅଟାରି-ୱାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିବେ ବୋଲି ଭାରତୀୟ ପ୍ରୋଟକଲ ଅଫିସର ଅରୁଣ ସିଂ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଧୀବରମାନେ ମାଛ ଧରୁଥିବାବେଳେ ଅଜାଣତରେ ଭାରତୀୟ ସାମୁଦ୍ରିକ ସୀମାରେ ପ୍ରବେଶ କରିବାରୁ ସେମାନଙ୍କୁ ବନ୍ଦୀ କରାଯାଇଥିଲା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0