ଚେନ୍ନାଇ: ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆଜି ଠାରୁ ଆରମ୍ଭ ହୋଇଯାଇଛି । ଭାରତୀୟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ୩ ପରିବର୍ତ୍ତନ କରାଯାଇଛି । ଅକ୍ଷର ପଟେଲଙ୍କୁ ଏହି ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ମିଳିଛି । ସେହିଭଳି ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ କୁଲଦୀପ ଯାଦବ ଏବଂ ଯଶପ୍ରିତ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି ।




Visitors Today : 0
Total Visitors : 130166
Total Views : 9891611
Visitors Online Now : 0