ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ଇନିଂସରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଫୋଟା ଜୋତାରେ ନଜର ଆସିଥିଲେ । ତେବେ ମ୍ୟାଚ ସମୟରେ ଯେତେବେଳେ କ୍ୟାମେରା ଶାମିଙ୍କ ଜୋତା ଉପରେ ପଡିଥିଲା, ସେତେବେଳେ ତାଙ୍କ ବାମ ପାଦର ଜୋତା ଆଗ ଛିଡା ଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଖେଳାଳି ଆଦାମ ଗିଲଖ୍ରୀଷ୍ଟ ଓ ଶେନ ୱାର୍ନ ଏ ବିଷୟରେ କଥା ହେବାର ଦେଖିବା ପାଇଁ ମିଳିଥିଲା ।
Mohammad Shami has a hole in his left shoe so the toe can be free at the time of landing. pic.twitter.com/GPONwuIVy8
— Mufaddal Vohra (@mufaddal_vohra) December 18, 2020



Visitors Today : 6
Total Visitors : 130175
Total Views : 9891622
Visitors Online Now : 0