spot_img

ଅଷ୍ଟ୍ରେଲିଆ ଗସ୍ତରେ ଯିବେ ଈଶାନ୍ତ ଶର୍ମା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଈଶାନ୍ତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ସମ୍ଭାବନା ଉପୁଜୁଛି । ତେବେ ଭାରତର ଷ୍ଟାର ବୋଲର ମହମ୍ମଦ ଶାମି ଆହତ ହେବାରୁ ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ୩ଟି ମ୍ୟାଚରୁ ବାଦ ପଡିଛନ୍ତି । ଅନ୍ୟପଟେ ଟେଷ୍ଟ ଦଳରେ ସାମିଙ୍କ ବଦଳ ଖେଳାଳିଙ୍କ ନାମ ବିସିସିଆଇ ଘୋଷଣା କରିନାହିଁ । ଏପରିସ୍ଥଳେ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ତାଙ୍କ ସ୍ଥାନରେ ଖେଳିବା ପାଇଁ ଦାବି କରିଛନ୍ତି କ୍ରିକେଟ ବିଶେଷଜ୍ଞ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular