ବେଜିଂ: ଭାରତୀୟ ଛାତ୍ରଛାତ୍ରୀ କରୋନା ମହାମାରୀ ପାଇଁ ଏବେ ଚୀନ ଯାଇପାରିବେ ନାହିଁ। ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଭାରତ ଓ ଚୀନ ମଧ୍ୟରେ କୌଣସି ଚାଟର୍ଡ ପ୍ଲେନ୍ ଉଡ଼ିପାରିବନି ବୋଲି ଚୀନ କହିଥିବା ଭାରତୀୟ ଦୂତାବାସ ସୂଚନା ଦେଇଛି। ତେବେ ଚୀନରେ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ସ୍ଥିତି ଉପରେ ନଜର ରଖାଯାଇଛି। ଛାତ୍ରଛାତ୍ରୀ କିଭଳି ଚୀନ ଫେରିବେ ଓ ପୁଣିଥରେ ପଢ଼ା ଆରମ୍ଭ କରିପାରିବେ ସେନେଇ ଭାରତୀୟ ଦୂତାବାସ ପକ୍ଷରୁ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି।
Embassy continues to take up issue of Indian students enrolled in Chinese universities about resumption of studies with authorities,there's no positive evolution….Chinese authorities denied permission for operation of any chartered flights b/w India&China:Indian Embassy,Beijing pic.twitter.com/soOa0CGXh8
— ANI (@ANI) January 9, 2021



Visitors Today : 2
Total Visitors : 130302
Total Views : 9891805
Visitors Online Now : 0