ବାଙ୍ଗାଲୋର: ଭାରତୀୟ ଦଳର ପୂର୍ବତନ କିମ୍ବଦନ୍ତୀ ସ୍ପିନର ବି.ଏସ ଚନ୍ଦ୍ରଶେଖରଙ୍କୁ ହୃଦଘାତ ହେବା ଫଳରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ୭୫ ବର୍ଷୀୟ ଏହି ପୂର୍ବତନ ସ୍ପିନର କିମ୍ବଦନ୍ତୀ ତାଙ୍କ ୧୬ ବର୍ଷ କ୍ୟାରିୟରରେ ୫୮ ଟେଷ୍ଟ ମ୍ୟାଚରେ ୨୪୨ ୱିକେଟ ନେଇଛନ୍ତି । ଏହା ସେ କ୍ରିକେଟ କ୍ୟାରିୟର ପାଇଁ ଚନ୍ଦ୍ରଶେଖର ଅର୍ଜୁନ ପୁରସ୍କାର ଏବଂ ୧୯୭୨ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ ।




Visitors Today : 1
Total Visitors : 130167
Total Views : 9891612
Visitors Online Now : 0