spot_img

ଭାରତୀୟ ଦଳକୁ ଶକ୍ତ ଝଟକା

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ୱିକେଟକିପର ରିଷଭ ପନ୍ଥଙ୍କ ପରେ ପରେ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ ହୋଇଛନ୍ତି । ଜାଡେଜାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିବା ପରେ ସ୍କାନ ପାଇଁ ଡାକ୍ତରଖାନା ନିଆଯାଇଛି । ଘରୋଇ ଦଳ ବିପକ୍ଷରେ ଏପରି ଗୋଟିଏ ପରେ ଗୋଟିଏ ଖେଳାଳି ଆଘାତ ହେଉଥିବାରୁ ଭରତୀୟ ଦଳକୁ ଶକ୍ତ ଝଟକା ମିଳିଛି । ତେବେ ୩୨ ବର୍ଷୀୟ ଜାଡେଜାଙ୍କୁ ମାଇକେଲ ଷ୍ଟାର୍କଙ୍କ ଶଟବଲକୁ ଖେଳିବାକୁ ଯାଇ ଆଘାତ ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular