ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ରାଜକନିକା ରେ।କଟକ-ଚାନ୍ଦବାଲି ରାସ୍ତାର ଗଞ୍ଜା ଘାଟ ଠାରେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଭାରତ ବନ୍ଦ କରାଯାଇଛି।ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳୁଛି।ତେବେ ସର୍ବଭାରତୀୟ କୃଷକ ସଙ୍ଗଠନ ପକ୍ଷରୁ ଡିଆ ଯାଇଥିବା ଡ଼ାକରାରେ ଆଜି ରାଜକନିକା ରେ ବିଭିନ୍ନ ଛକ ତଥା କଟକ-ଚାନ୍ଦବାଲି ରାସ୍ତାରେ ଗଞ୍ଜା ଘାଟ ଠାରେ ବନ୍ଦ କରାଯାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0