୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡିଶା ଉପକୂଳ ଛୁଇଁବା ନେଇ ରହିଛି ସମ୍ଭାବନା । ତେବେ କେଉଁଠି ସ୍ଥଳଭାଗ ଛୁଇଁବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ପ୍ରଭାବରେ ୩ ତାରିଖ ପର ଠାରୁ ବର୍ଷାର ପରିମାଣ ବଢିବ । ଗଞ୍ଜାମ, ଗଜପତି,ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା । ସେହିପରି କଟକ,ଖୋର୍ଧା,ନୟାଗଡ , କନ୍ଧମାଳ, ରାୟଗଡା ଓ କୋରାପୁଟରେ ବର୍ଷା ହେବା ନେଇ ସୂଚନା । ୩ ତାରିଖ ଠାରୁ ପବନର ବେଗ ବଢିବ । ୧୧୦ କି.ମି ବେଗରେ ବହିବ ପବନ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0