spot_img

ପୋଲ ଭୁଶୁଡିବା ଘଟଣା ର ତଦନ୍ତ ଆରମ୍ଭ

ଉମରକୋଟ: ତାଲାପଦର ନିର୍ମାଣଧିନ ପୋଲ ଭୁଶୁଡିବା ଘଟଣା କୁ ଗୁରୁତ୍ୱର ସହିତ ନେଇଛନ୍ତି ସରକାର।ସରକାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଗତ କାଲି ଅଧିକ୍ଷଣ ଯନ୍ତ୍ରୀ ତଦନ୍ତ କରିଥିବା ବେଳେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ର ଇଂଜିନିୟର ଇନ ଚିଫ ସୁରେଶ ମିଶ୍ର ଓ ଚିପ ଇଂଜିନିୟର ଅକ୍ଷୟ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ ସହ ବିଭିନ୍ନ ଅନୁଧ୍ୟାନ କରିଛନ୍ତି,ପ୍ରାଥମିକ ତଦନ୍ତ ରେ ସେଣ୍ଟରିଂ ଦୁର୍ବଳ ଥିବା ଯୋଗୁଁ ଓ କାର୍ୟ୍ୟ ରେ କାର୍ୟ୍ୟରତ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରକାଶ କରିଛନ୍ତି।ଅନ୍ୟ ପକ୍ଷରେ ନିମ୍ନ ମାନର ଜିନିଷ ବ୍ୟବହାର ଯାଞ୍ଚ ପରେ ଜଣାପଡିବ ବଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular