spot_img

ଚେନ୍ନାଇରେ ହେବ ଆଇପିଏଲ ଖେଳାଳି ନିଲାମ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ ୨୦୨୧ ଖେଳାଳିଙ୍କ ନିଲାମୀ ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ହେବ। ଏନେଇ ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏ ସମ୍ବନ୍ଧରେ ଘୋଷଣା କରିଛନ୍ତି। ଭାରତ ଇଂଜିଲ୍ୟାଣ୍ଡ ମଧ୍ୟରେ ହେବାକୁଥିବା ୪ଟି ଟେଷ୍ଟ ମ୍ୟାଚରେ ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇ ଆୟୋଜନ କରିବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ ଫେବୃଆରୀ ୧୭ ତାରିଖରେ ଶେଷ ହେବ। ୧୮ ତାରିଖରେ ଆଇପିଏଲ ଖେଳାଳିଙ୍କ ନିଲାମୀ ହେବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular