spot_img

ଜମ୍ମୁ-କାଶ୍ମୀରେ ଚାଲିଛି ନିର୍ବାଚନ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରେ ଚାଲିଛି ନିର୍ବାଚନ । ୩୭୦ ଧାରା ଉଚ୍ଛେଦ ପରେ ପ୍ରଥମଥର ପାଇଁ ଉପତ୍ୟକାରେ ହେଉଛି ଗଣତନ୍ତ୍ର ପର୍ବ । ଏହି କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ଜିଲ୍ଲା ବିକାଶ ପରିଷଦ ଆସନ ପାଇଁ ଆଜି ହୋଉଛି ଭୋଟ ଗ୍ରହଣ । ସେହିପରି ଖାଲି ପଡିଥିବା ପଞ୍ଚ ଓ ସରପଞ୍ଚ ଆସନଗୁଡିକରେ ଉପ ନିର୍ବାଚନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି ।
ଭାରତ ଓ ଋଷର କୃତ୍ରିମ ଉପଗ୍ରହ ପାଖାପାଖି

LEAVE A REPLY

Please enter your comment!
Please enter your name here

- Advertisment -

Most Popular