spot_img

ଆଜିଠାରୁ ଜିଓ କିମ୍ପା ଅନ୍ୟ ନେଟୱାର୍କ ର ସମସ୍ତ କଲକୁ ଫ୍ରି କଲା ଜିଓ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ନେଟୱାର୍କରୁ ଭାରତର ଯେକୌଣସି ନେଟୱାର୍କକୁ ଙ୍ଖକ୍ଟସମର କଲ ଜାନୁଆରୀ ୧ ରୁ ମାଗଣା ହେବ ବୋଲି ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛି । ସମସ୍ତ ଘରୋଇ ଭଏସ୍ କଲ୍ ପାଇଁ ବ୍ୟବହାର ଚାର୍ଜ ଜାନୁୟାରୀ ୧ ରୁ ଶେଷ ହେବ ଏବଂ ‘ବିଲ୍ ଆଣ୍ଡ୍ କିପ୍’ ବ୍ୟବସ୍ଥା କାର୍ୟ୍ୟକାରୀ ହେବ ବୋଲି ରିଲାଏନ୍ସ ଜିଓ ସୂଚନା ଦେଇଛି । ଏହା ସହ ରିଲାଏନ୍ସ ଜିଓ କହିଛନ୍ତି, “ଅଫ-ନେଟ୍ ଘରୋଇ ଭଏସ୍-କଲ୍ ଶୁଳ୍କକୁ ଶୂନକୁ ଫେରାଇ ଆଣିବା ପାଇଁ ଦେଇଥିବା ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ସହିତ, ଆଇୟୁସି ଚାର୍ଜ ରଦ୍ଦ ହେବା ମାତ୍ରେ, ଜିଓ ପୁଣି ଥରେ ସମସ୍ତ ଅଫ୍-ନେଟ୍ ଘରୋଇ ଭଏସ୍ କଲ୍ ମୁକ୍ତ କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular