spot_img

ଜିଓ ଆଣିଛି ଦମଦାର ଅଫର

ନୂଆଦିଲ୍ଲୀ: ଗ୍ରାହକ ମାନଙ୍କ ପାଇଁ ଜିଓ ଆଣିଛି ଦମଦାର ଅଫର । ଏହି ଅଫର ନା ରହିଛି ‘ନ୍ୟୁ ଜିଓ ଫୋନ ୨୦୨୧ ଅଫର’ । ଏହି ଅଫର ମୁତାବକ ଯଦି ଜଣେ ଗ୍ରାହକ ୧୯୯୯ ଟଙ୍କାରେ ନୂଆ ଜିଓ ଫୋନ କିଣୁଛନ୍ତି ତାହେଲେ ତାଙ୍କୁ ୨ ବର୍ଷ ପର୍ୟ୍ୟନ୍ତ ସମସ୍ତ ନେଟୱର୍କକୁ ଅସୀମିତ କଲର ସୁବିଧା ସହ ପ୍ରତି ମାସରେ ୨ ଜିବି ଡାଟା ଉପଲବ୍ଧ କରାଇବ କମ୍ପାନୀ ।ସେହିଭଳି ଜିଓର ଅନ୍ୟଏକ ପ୍ଲାନରେ ଯଦି ଜଣେ ଗ୍ରାହକ ୧୪୯୯ ଟଙ୍କାରେ ଜିଓର ନୂଆ ଫୋନ କିଣୁଛନ୍ତି ତାହେଲେ ତାଙ୍କୁ ଗୋଟିଏ ବର୍ଷ ପାଇଁ ସବୁ ନେଟୱର୍କକୁ ଅସୀମିତ କଲ୍ ର ସୁବିଧା ମିଳିବା ସହ ପ୍ରତିମାସ ୨ ଜିବି ଡାଟା ମିଳିବ । ଏହାସହ ପୁରୁଣା ଜିଓ ମୋବାଇଲରେ ଯଦି ଆପଣ ୭୫୦ ଟଙ୍କାର ରିଚାର୍ଜ କରୁଛନ୍ତି ତାହେଲେ ଗ୍ରାହକଙ୍କୁ ଗୋଟିଏ ବର୍ଷ ପାଇଁ ଅସୀମିତ କଲର ସବୁଧା ମିଳିବା ସହ ପ୍ରତିମାସ ୨ ଜିବି ଡାଟା ମିଳିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular