spot_img

ଆସୁଛି ଜୁନିୟର ବଚ୍ଚନଙ୍କ ଫିଲ୍ମ ‘ଦି ବିଗ୍ ବୁଲ୍’.. ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ସହ ଇଲିଆନା ଡିକ୍ରୁଜ୍ , ବରୁଣ ଶର୍ମା ଓ ଚଙ୍କି ପାଣ୍ଡେ ଆଦି ନଜର ଆସିବେ..

ଖୁବ୍ ଶୀଘ୍ର ପରଦାକୁ ଆସୁଛି ଜୁନିୟର ବଚ୍ଚନଙ୍କ ଫିଲ୍ମ ‘ଦି ବିଗ୍ ବୁଲ୍’ । ଫିଲ୍ମଟିକୁ ନିଦେ୍ର୍ଦଶନା ଦେଇଛନ୍ତି କୁକି ଗୁଲାଟି । ଏହି କ୍ରାଇମ୍ ଫିଲ୍ମଟିର ସୁଟିଂ ସେପ୍ଟେମ୍ବର ୧୬, ୨୦୧୯ରେ ଆରମ୍ଭ ହୋଇଥିଲା । କୋଭିଡ଼ ପାଇଁ ଏହା ଥିଏଟରରେ ରିଲିଜ ନହୋଇ ଡିଜନୀ ହଟ୍ଷ୍ଟାରରେ ରିଲିଜ ହେବ । ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ସହ ଇଲିଆନା ଡିକ୍ରୁଜ୍ , ବରୁଣ ଶର୍ମା ଓ ଚଙ୍କି ପାଣ୍ଡେ ଆଦି ନଜର ଆସିବେ । ଏହାର ମୁ୍ୟଜିକ୍ ନିଦେ୍ର୍ଦଶନା ଦେଇଛନ୍ତି ଗୁରୁ ରାନ୍ଧୱା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular