ଏବେ ଚାଲିଛି ୱେବ୍ ସିରିଜ୍ର ଜମାନା । ଦର୍ଶକଙ୍କ ପସନ୍ଦକୁ ଆଖିରେ ରଖି ଗୋଟିଏ ପରେ ଗୋଟିଏ ଦମଦାର ସିରିଜ ଦେଖିବାକୁ ମିଳୁଛି । ରାଜନୀତିର ପୋଲ୍ ଖୋଲିବାକୁ ଆସୁଛି ନୂଆ ପଲିଟିକାଲ ଥ୍ରୀଲର ୱେବ୍ ସିରିଜ ‘ଡାର୍କ ୭ ହ୍ୱାଇଟ୍’ । ଏଥିରେ ମୁଖ୍ୟ ଭୂମିକାରେ ସୁମିତ ବ୍ୟାସ ନଜର ଆସିବେ । ଏହାର ନିଦେ୍ର୍ଦଶନାରେ ଦେବେ ‘ରାଞ୍ଚି ଡାଏରୀ’ର ନିଦେ୍ର୍ଦଶକ ସାତ୍ୱିକ୍ ମହାନ୍ତି । କେଉଁ ଓଟିଟିରେ ଏହା ରିଲିଜ ହେବ, ତାହା ଜଣାପଡ଼ିନି । ସାତ ଜଣ ବିନ୍ଦାସ୍ ବନ୍ଧୁଙ୍କ କାହାଣୀ ଉପରେ ପର୍ଯ୍ୟବେସିତ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ । ସିରିଜଟିର ନିର୍ମାଣ ଭାର ତୁଲାଇବେ ଅଲ୍ଟ ବାଲାଜୀର ଏକତା କପୁର୍ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0