spot_img

ଆଜି କଂଗ୍ରେସକୁ ଆସିବେ କହ୍ନେୟା

ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ହାତ ଧରିବେ ଜେଏନୟୁ ଛାତ୍ର ସଂସଦର ଏହି ପୂର୍ବତନ ସଭାପତି । କହ୍ନେୟାଙ୍କୁ ଆଗାମୀଦିନରେ କଂଗ୍ରେସ ଏକ ବଡ଼ ଭୂମିକା ଦେବ । ଉଭୟ ବିହାର ଓ ରାଷ୍ଟ୍ରୀୟ ସ୍ତରରେ ମୋଦି ଓ ବିଜେପି ବିରୋଧୀ ଆନେ୍ଦାଳନ ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଥିବାବେଳେ କହ୍ନେୟା ଏଥିରେ ପ୍ରମୁଖ ଭୂମିକା ନେବେ । ଦେଶର ଚର୍ଚ୍ଚିତ ଯୁବ ନେତାମାନଙ୍କୁ କଂଗ୍ରେସ ଏବେ ନିଜ ଟିମ୍ରେ ସାମିଲ କରିବାକୁ ଲାଗିଛି । ଏହି କ୍ରମେୂର କହ୍ନେୟା ଓ ଜିଗ୍ନେଶଙ୍କୁ ରାହୁଲ ନିଜ ଟିମ୍ରେ ବଡ଼ ଭୂମିକା ଦେବେ । ଗୁଜରାଟରେ ପୂର୍ବରୁ ହାର୍ଦ୍ଧିକ ପଟେଲଙ୍କ ଭଳି ଯୁବ ନେତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular