ଦୁବାଇ: ୱାଇଡ ବଲ ବିବାଦକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି । ତେବେ ସିଏସକେ ଦଳର ଅଧିନାୟକ ଧୋନିଙ୍କୁ ନେଇ ୱାଇଡ ବଲ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ବିରାଟ ପରାମର୍ଶ ଦେଇ ଏଭଳି ସ୍ଥିତିରେ ଅଧିନାୟକ ମାନଙ୍କୁ ୱାଇଡ ବଲ ଓ ଅଣ୍ଟା ଉଚ୍ଚ ନୋ’ ବଲ ପାଇଁ ରିଭ୍ୟୁ କରିବାର ସୁଯୋଗ ମିଳୁ ବୋଲି ଦାବି କରିଛନ୍ତି ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0