spot_img

ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବ , ବଜାଶାଲ ନୃତ୍ୟ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବ କଳାହାଣ୍ଡିର ଲୋକନୃତ୍ୟ ବାଜାଶାଳ । ଆଉ ଏହି ନୃତ୍ୟକୁ ସାଧାରଣ ଦିବସ ପରେଡରେ ପରିବେଷଣ କରିବେ ଭବାନୀପାଟଣାର ‘ପ୍ରତିଭା’ ନୃତ୍ୟାନୁଷ୍ଠାନ । ସୂଚନା ମୁତାବକ, ଏହି ନୃତ୍ୟାନୁଷ୍ଠାନ ପୂର୍ବ ଭାରତର ଏକ ମାତ୍ର ଦଳ ଭାବେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପରେଡରେ ଭାଗନେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular