spot_img

ଜାତିଭେଦକୁ ନେଇ ଏପରି ବୟାନ ଦେଲେ କଙ୍ଗନା

ପୁଣି ସାମ୍ନାକୁ ଆସିଲା ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଆଉଏକ ଟ୍ୱିଟ । ଟ୍ୱିଟରେ ସେ ସ୍ପଷ୍ଟ କରିଛନ୍ତି ଜାତି ନାମରେ ନୁହଁ ବରଂ ଦାରିଦ୍ରତା ଆଧାରରେ ସଂରକ୍ଷଣ ସର୍ବଦା ପୂରଣ ହେବା ଉଚିତ ।

ଜାତି ନାମରେ କୌଣସି ସଂରକ୍ଷଣ ରହିବା ଉଚିତ୍ ନୁହେଁ । ମୁଁ ଜାଣେ ରାଜପୁତ ସମ୍ପ୍ରଦାୟ ବହୁତ ଅସୁବିଧାରେ ଅଛି, କିନ୍ତୁ ବ୍ରାହ୍ମଣମାନଙ୍କର ସ୍ଥିତି ଦେଖି ଏହା ଅତ୍ୟନ୍ତ ଦୁଃଖଦାୟକ । କଙ୍ଗନା ରଣାଓ୍ଵତ ଟ୍ୱିଟରେ ଦୁଇଟି ବଡ଼ କଥା କହିଛନ୍ତି।

ଗୋଟିଏ ପଟେ ସେ ଦାରିଦ୍ର୍ୟ ଆଧାରରେ ସଂରକ୍ଷଣ ପ୍ରଦାନ କରିବାକୁ ଓକିଲାତି କରିଥିବା ବେଳେ ଅନ୍ୟ ପଟେ ବ୍ରାହ୍ମଣଙ୍କ ସ୍ଥିତିକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି। କଙ୍ଗନା ତାଙ୍କ ଟ୍ୱିଟରେ କହିଛନ୍ତି, ୫୫ ପ୍ରତିଶତ ବ୍ରାହ୍ମଣ ଯେଉଁମାନେ ଦାରିଦ୍ର ସୀମାରେଖା ତଳେ ଅଛନ୍ତି।  ସୂଚନାଅନୁଯାୟୀ ନିକଟରେ ଧାର୍ମିକ ଭାବନାକୁ ଆଘତ ଦେଇଥିବା ନେଇ ତାଙ୍କ ବିରୋଧରେ ମାମଲା ଦାଏର ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular