spot_img

କପିଳ ଦେବଙ୍କୁ ଆରୋଗ୍ୟ କାମନା

ନୂଆଦିଲ୍ଲୀ: ଦେଶର ପ୍ରଥମ ବିଶ୍ୱକପ ବିଜେତା ଅଧିନାୟକ କପିଳ ଦେବଙ୍କୁ ହୃଦଘାତ ହେବାରୁ ତାଙ୍କୁ ହସ୍ଫିଟାଲରେ ଭର୍ତ୍ତି କରାଯାଇଛି । ଏହି ଅସୁସ୍ଥତା ଖବର ପ୍ରକାଶ ପାଇବା ପରେ କ୍ରିକେଟ ଦୁନିଆରୁ ଅଜସ୍ର ଆରୋଗ୍ୟ କାମନା ବାର୍ତ୍ତା ପଠାଯାଇଛି । ତେବେ ଏହାର ଜବାବରେ କପିଳ ଦେବ ସମସ୍ତ ଶୁଭେଛୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular