ନୂଆଦିଲ୍ଲୀ: ପୁଣି ଭାରତୀୟଙ୍କ ତଥ୍ୟ ଚୋରି ମାମଲା । ବେଆଇନ ଭାବେ ଭାରତୀୟ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ଅଭିଯୋଗରେ କେମ୍ବ୍ରିଜ ଆନାଲିଟିକା ନାମରେ ମାମଲା ରୁଜୁ କଲା ସିବିଆଇ । ତେବେ ଇଂଲଣ୍ଡର ଅନ୍ୟ ଏକ ପ୍ରତିଷ୍ଠାନ ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ନାମରେ ମଧ୍ୟ ସିବିଆଇ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ପୂର୍ବରୁ କେମ୍ବ୍ରିଜ ଆନାଲିଟିକା ତଥ୍ୟ ଚୋରି ମାମଲାର ସିବିଆଇ ତଦନ୍ତ ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତ ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଂସଦରେ ସୂଚନା ଦେଇଥିଲେ ।




Visitors Today : 2
Total Visitors : 130168
Total Views : 9891614
Visitors Online Now : 0