spot_img

କେନ୍ଦ୍ରୀୟ ଗଜନୀରେ ବିସ୍ପୋରଣ ୭ନାଗରିକ ମୃତ..

ଆଫଗାନିସ୍ତାନ କେନ୍ଦ୍ରୀୟ ଗଜନୀରେ ଏକ ଖଣିରେ ବିସ୍ପୋରଣ ଘଟି ୭ଜଣ ନାଗରିକ ପ୍ରାଣ ହରାଇଛନ୍ତି । ରାସ୍ତା ପାଶ୍ୱର୍ରେ ରହିଥିବା ଏହି ଖଣିରେ ସ୍ଥାନୀୟ ସମୟ ଦିନ ୧୦ଟାରେ ବିସ୍ପୋରଣ ଘଟିଛି । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । କେନ୍ଦ୍ରୀୟ ଗଜନୀର ଜଘାତୁ ଜିଲ୍ଲାର ଗୋଟିଏ ରାସ୍ତା କଡ ଖଣିକୁ ଗାଡି ମାଡିଯିବାପରେ ଏହି ବିସ୍ପୋରଣ ଘଟିଛି । ଘଟଣାସ୍ଥଳରେ ୩ଜଣ ମହିଳା ଓ ୨ଜଣ ଶିଶୁଙ୍କ ସମତେ ସମୁଦାୟ ୭ଜଣଙ୍କ ମୃତୃ୍ୟ ଘଟିଛି । ତେବେ ଏହି ଘଟଣାରେ କୌଣସି ତାଲିବାନ ସଂସ୍ଥା ଦାୟୀ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular