ବୁର୍ଜ ଖଲିଫାରେ ଶୁଟିଂ ହେବ ଶାହାରୁଖ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘ପଠାନ’ । କିଙ୍ଗ ଖାନ ଓ ତାଙ୍କ କୋ ଷ୍ଟାର ଜନ ଆବ୍ରାହମ ବୁର୍ଜ ଖଲିଫାରେ ଆକ୍ସନ ସିନ ଶୁଟ କରିବାକୁ ପ୍ରସ୍ତୁୁତ ହେଉଛନ୍ତି । ତେବେ ଏହି ଫିଲ୍ମରେ ଶାହାରୁଖଙ୍କ ସହ ଦୀପିକା ମଧ୍ୟ ନଜର ଆସିବେ । ଦୁହେଁ ଏକ ଏଜେଣ୍ଟ ଭୂମିକାରେ ନଜର ଆସିବେ । ଏଥିସହ ଡ଼ିମ୍ପଲ କପାଡ଼ିଆ ମଧ୍ୟ ଏଥିରେ ନଜର ଆସିବେ । ୩ବର୍ଷପରେ ଶାହାରୁଖଙ୍କୁ ପୁଣି ବଡ଼ ପରଦାରେ ଦେଖିବାକୁ ନେଇ ବେଶ ଖୁସି ଅଛନ୍ତି ତାଙ୍କ ଫ୍ୟାନ୍ସମାନେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0