ଜୟପୁର: ମୁମ୍ବାଇ ଏଟିଏସ୍ ସ୍କାନରରେ କୋରାପୁଟର ଯୁବକ । କଳାଗୁଡ଼ାର ଖଗବତି ପାଙ୍ଗି ନାମକ ଯୁବକଙ୍କୁ ମୁମ୍ବାଇ ଆଣ୍ଟି ଟେରଜିମ୍ ସ୍କ୍ୱାଡ୍ ଉଠାଇ ନେଇଛି । ଏକ ମାମଲାରେ ଛାନଭିନ୍ନ ଲାଗି ମୁମ୍ବାଇ ଏଟିଏସ୍ ଯୁବକ ଜଣଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି । ମୁମ୍ବାଇ ଏଟିଏସ୍ ଯୁବକଜଣଙ୍କୁ ନେଇ ଜୟପୁର ସଦର ଥାନାରେ ପହଞ୍ଚିଛି । ତେବେ ନିର୍ଦ୍ଦିଷ୍ଟ କେଉଁ ମାମଲାରେ ଯୁବକଜଣଙ୍କୁ ଏଟିଏସ୍ ଉଠାଇ ନେଇଛି ଜଣାପଡ଼ିନାହିଁ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0