spot_img

କୁନ୍ଦେଇ ସରପଞ୍ଚ ନିଲମ୍ବିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁନ୍ଦେଇ ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ତାଙ୍କ ପଦରୁ ନିଲମ୍ବିତ କରିଛି ପଞ୍ଚାୟତିରାଜ ବିଭାଗ । ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁନ୍ଦେଇ ଗ୍ରାମପଞ୍ଚାୟତ ସରପଞ୍ଚ ସନରାଜ ଗଣ୍ଡ ଭାରତମାଳା ସଡକ ଯୋଜନାକୁ ବିରୋଧ କରିଆସୁଥିଲେ । ସେଥିପାଇଁ ସେ ଏବେ ଜେଲରେ ମଧ୍ୟ ଅଛନ୍ତି । ତେବେ ଏହି କାରଣରୁ ପଞ୍ଚାୟତିରାଜ ବିଭାଗ ସନରାଜଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular