spot_img

ଆଖି ବୁଜିଲା ‘ସୁପ୍ରିୟା’

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ସିଂହୀ ‘ସୁପ୍ରିୟା’। ଗତ କିଛି ଦିନ ଧରି ଅସୁସ୍ଥ ଥିବା ‘ସୁପ୍ରିୟା’ର ଆଜି ସକାଳେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ସୁପ୍ରିୟାକୁ ୧୫ ବର୍ଷ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular