spot_img

ମଧ୍ୟ ପ୍ରଦେଶ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ପିଏମ୍ ଫଣ୍ଡରୁ ମିଳିବ ୨ ଲକ୍ଷ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶ ସିଧିରେ ବସ ଦୁର୍ଘଟଣାରେ ୪୧ଜଣ ପ୍ରାଣ ହରାଇଛନ୍ତି।। ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରି ମୋଦି କହିଛନ୍ତି ଯେ ଏହା ଏକ ଭୟାବହ ଦୁର୍ଘଟଣା ଥିଲା | ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।ମୃତକଙ୍କ ପରିବାରକୁ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଆହତଙ୍କୁ ୫୦ ହଜାର ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ମଧ୍ୟ ପ୍ରଦେଶ ସରକାର ଶିବରାଜ ସିଂହ ଚୌହାନ ମୃତକଙ୍କ ପରିବାରକୁ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏବେ ସୁଦ୍ଧା ଉଦାହାରକାର୍ଯ୍ୟ ଜାରି ରହିଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular