ପୁରୀ : କାର୍ତ୍ତିକ ମାସରେ ହବିଷ୍ୟାଳୀ ଓ ଶ୍ରଦ୍ଧାଳଙ୍କୁ ମିଳିବ ପ୍ରହାପ୍ରସାଦ୍ଧ । ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଶେଷ କାଉଣ୍ଟର କରି ମହାପ୍ରସାଦ ବିକ୍ରି କରାଯିବା ସହ ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଥିବା ନେଇ ଉପଜିଲ୍ଳାପାଳ ଭବତାରଣ ସାହୁଙ୍କ ସୂଚନା ।
ଶ୍ରୀମନ୍ଦିର ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିବାରୁ କାର୍ତ୍ତିକ ମାସରେ କିପରି ପତିତପାବନଙ୍କୁ ଦର୍ଶନ କରିପାରିବେ ସେ ନେଇ ବି ବ୍ୟବସ୍ଥା ପାଇଁ ଆଲୋଚନା ଚାଲିଥିବା କହିଛନ୍ତି ଉପଜିଲ୍ଲାପାଳ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0