spot_img

କରୋନା କଟକଣା ଭିତରେ ହେଉଛି ପୂଜା ନୀତି

ବିନା ଭକ୍ତରେ କରୋନା କଟକଣା ଭିତରେ ଏଥର ସଂପନ୍ନ ହେଉଛି ପୂଜା ନୀତି । ଆଜି ପୀଠରେ ମହା ନବମୀ ନୀତି ଚାଲିଛି, ମଣ୍ଡପ ଗୁଡିକରେ ଜଗତଜନନୀଙ୍କ ଅଷ୍ଟମୀ ରୀତିନୀତିରେ ମାଆଙ୍କ ପୂଜାର୍ଚନା କରାଯାଉଛି । ପୂଜା ମଣ୍ଡପ ଆଗରେ ପରଦା ପକାଇ, ପୁରା ପୂଜା ପେଣ୍ଡାଲକୁ ଆବଦ୍ଧ କରି ସୀମିତ ସଂଖ୍ୟକ ପୂଜକଙ୍କୁ ନେଇ ଚାଲିଛି ପୂଜାର୍ଚନା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular