ନିକଟରେ ମଲାଇକା ଅରୋରା କରୋନା ପଜିଟିଭ୍ ହୋଇଥିବା ଜଣାପଡିଥିଲା । ମଲାଇକା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ସୁଚନା ଦେଇଥିଲେ । ଏବେ ପୁଣି ତାଙ୍କ ଏକ ପୋଷ୍ଟ ଦେଖିବାକୁ ମିଳିଥିଲା ସେ ନିଜ ଇନଷ୍ଟାରେ ଲେଖିଥିଲେ କେହି ଭ୍ୟାକସିନ ତିଆରି କରିଦିଅ ନହେଲେ ଯୈ÷ାବନ ଚାଲିଯିବ । ଏହି ପୋଷ୍ଟ ଟି ଖୁବ ମଜାଦାର ହୋଇଥିବା ସହ ଯାହା ଖୁବ୍ ଭାଇରାଲ ହୋଇଛି ।ମଲାଇକା ହୋମ୍ କ୍ୱାରେଇଣ୍ଟାଇନରେ ରହିଥିବା ସୁଚନା ଦେଇଥିଲେ । ।
ା



Visitors Today : 5
Total Visitors : 130174
Total Views : 9891621
Visitors Online Now : 0