ଭୁବନେଶ୍ବର : ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ । ମନୀଷ ଅଗ୍ରଓ୍ବାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗକୁ ବଦଳି କରାଯାଇଛି । ମନୀଷଙ୍କ ସ୍ଥାନରେ ଓ୍ବାଇ ବିଜୟଙ୍କୁ ମାଲକାନଗିରି ଜିଲ୍ଲା ଦାୟିତ୍ବ । ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ମନୀଷଙ୍କ ନାଁରେ ମାମଲା ରୁଜୁ ହୋଇଛି । ହତ୍ୟା ମାମଲା ରୁଜୁ କରି ମାଲକାନଗିରି ପୋଲିସ ତଦନ୍ତ ଆରମ୍ଭ କରିଛି । ପିଏ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ୮ ମାସ ବିତି ଯାଇଥିଲେ ହେଁ ଏହି ଘଟଣାର ସବିଶେଷ ତଥ୍ୟ ପଦାକୁ ନଆସିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0