spot_img

ମାଲକାନଗିରି ବିଧାୟକ ଆଦିତ୍ୟ ମାଢି କରୋନା ପଜିଟିଭ ଚିହ୍ନଟ

ମାଲକାନଗିରି: ମାଲକାନଗିରି ବିଧାୟକ ଆଦିତ୍ୟ ମାଢି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଲକ୍ଷଣ ଦେଖାଦେବାରୁ ଶ୍ରୀ ମାଢି ରାପିଡ ଆଣ୍ଟିଜେନ ଟେଷ୍ଟ କରାଇଥିଲେ । ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ଆରଟିପିସିଆର ଟେଷ୍ଟ ପାଇଁ ନମୁନା ଭୁବନେଶ୍ୱର ପଠାଯାଇଥିଲା । ପରେ ରିପୋର୍ଟ ପଜିଟିଭ ଆସିଥିଲା । ବିଧାୟକ ଶ୍ରୀ ମାଢିଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୪ ଜଣ ବିଜେପି ନେତା ଓ କର୍ମୀ କୋଭିଡ ଟେଷ୍ଟ ନିମନ୍ତେ ନମୁନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular