ରାଜକନିକା: ରାଜକନିକାରେ ମାରାଥନ ଉଦଘାଟନ । ନହୁଣୀ ଗ୍ରାମପଂଚାୟତରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ମାରାଥନର ଉଦଘାଟନ ହୋଇଯାଇଛି । ଦୀର୍ଘଦିନରୁ ଲୋକ ମାନେ ଏନେଇ ଦାବି କରିଆସୁଥିଲେ । ଦାବିପରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା । ଏହା ସହ ନହୁଣୀ ଗାୟତ୍ରୀ କଲ୍ୟାଣ ମଣ୍ଡପ ଓ ଆସ୍ୱସ୍ତି ଭବନରେ ଭୁମିପୁଜନର ଶୁଭ ଉଦଘାଟନ କରାଯାଇଥିଲା । ଉଦଘାଟନ କରି ପଂଚାୟତ ବାସୀଙ୍କ ଉଦେ୍ଦଶ୍ୟରେ ସମର୍ପଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜକନିକା ବ୍ଲକର ଅଧ୍ୟକ୍ଷ ସାବିତ୍ରୀ ଦାସ ଙ୍କ ସହ ଶତାଧିକ ଗ୍ରାମବାସୀ ଏବଂ ଦଳୀୟ କର୍ମୀ ଯୋଗ ଦେଇଥିଲେ । ସଭା ଶେଷରେ ବିଧାୟକ ପ୍ରତାପ ଦେବ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0