କେନ୍ଦୁଝର : ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l ବୈଠକରେ ଆନନ୍ଦପୁରର କେନ୍ଦୁଝର ଜିଲ୍ଲାର ସମସ୍ୟା ଉପରେ ଆଲୋକ ପାତ ହୋଉଥିଲା l ସେଥିରେ ମୁଖ୍ୟ ସମସ୍ୟା ଥିଲା ଆନନ୍ଦପୁରକୁ ରେଳପଥ ସଂଯୋଗ ଓ କେନ୍ଦୁଝର ଜିଲ୍ଲାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା l ଏଥିରେ ବହୁ ବୁଦ୍ଧିଯିବି ସାମ୍ବାଦିକ ରାଜନୀତି ବନ୍ଧୁ ଏବଂ ସବୁ ଅଞ୍ଚଳରୁ ବହୁ ଲୋକ ଉପସ୍ଥିତ ରହି ନିଜ ନିଜ ମତାମତ ରଖିଥିଲେ ଆଗାମୀ ଦିନ ରେ ଆନ୍ଦୋଳନ ର ଉଗ୍ର ରୂପ ନବ ବୋଲି କୁହାଯାଇଛି l



Visitors Today : 5
Total Visitors : 130174
Total Views : 9891621
Visitors Online Now : 0