କରୋନା ଭାଇରସ ର ଶିକାର ହୋଇଛନ୍ତି ବାର୍ସଲୋନାର ମିରେଲିମ ପଜାନିକା ।ଏନେଇ ବାର୍ସଲୋନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ସେ ସୁସ୍ଥ ଥିବା ସହ ଆଇସେଲେସନରେ ରହିଥିବା କ୍ଲବ ପକ୍ଷରୁ କୁହାଯାଇଛି ।ମିରେଲମ ସାମାନ୍ୟ ଅସୁସ୍ଥ ହେବା ପରେ ଶନିବାର ୨୨ଅଗଷ୍ଟରେ କୋଭିଡ ଟେଷ୍ଟ କରାଇଥିଲେ । ସେ ନିଜ ଇନଷ୍ଟାରେ ପଜିଟିଭ ହୋଇଥିବା କଥା ସୁଚନା ଦେଇଛନ୍ତି ତେବେ ତାଙ୍କ ଠାରେ କୌଣସି ଲକ୍ଷଣ ନଥିବା ସେ ସୁଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0