ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକ୍ରମ ମନ କି ବାତ ର ୭୦ ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବେଦ୍ଧିତ କରିଛନ୍ତି । ପ୍ରଥମେ ସେ ଦଶହରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଦେବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି । ଏହା ସହ ଦେଶବାସୀଙ୍କୁ ଦଶହରା ଅବସରରେ ଦେଶର ସୈନିକ ମାନଙ୍କ ପାଇଁ ଗୋଟିଏ ଗୋଟିଏ ଦ୍ୱୀପ ଜାଳିବାକୁ ଅନୁରୋଧ କରିଛନ୍ତି । ତେବେ ଲକ ଡାଉନ ସମୟରେ ସମାଜରେ ଥିବା ପଛୁଆବର୍ଗର ଲୋକଙ୍କ ପାଖରେ ଆମକୁ ପହଂଚିବାର ଅଛି । ଯେଉଁମାନେ କି ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ଆମ ସହିତ ରହିଛନ୍ତି ସେମାନଙ୍କୁ ମଧ୍ୟ ନିଜ ଖୁସିରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0