ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖେଳଣା ଆଲୋଚନାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କହିଛନ୍ତି ଯେ ଔଋଋ-ଘଋଋଞ ପରୀକ୍ଷାର୍ଥୀ ଚାହୁଁଥିଲେ କି ପ୍ରଧାନମନ୍ତ୍ରୀ ପରୀକ୍ଷା ବିଷୟରେ ଆଲୋଚନା କରନ୍ତୁ କିନ୍ତୁ ସେ ଖେଳନା ବିଷୟରେ ଚର୍ଚ୍ଚା କରିଲେ ।
ରାହୁଲ ଗାନ୍ଧୀ ରବିବାର ଟ୍ବିଟ୍ କରି ଏହା କହିଛନ୍ତି । ଏହି କାର୍ୟ୍ୟକ୍ରମକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି । ତେବେ ବର୍ତ୍ତମାନ ଦେଶରେ ଅନେକ କୋରୋନା ସଙ୍କଟ କାରଣରୁ ଔଋଋ-ଘଋଋଞ ପରୀକ୍ଷାକୁ ବିରୋଧ କରାଯାଉଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0