spot_img

ମା’-ଝିଅଙ୍କୁ ଆକ୍ରମଣ ଘଟଣା : ଆକ୍ରମଣକାରୀ ରୂପେଶ ପଣ୍ଡା ଅଟକ

ଭୁବନେଶ୍ବର ଶୈଳଶ୍ରୀ ବିହାରରେ ମହିଳା ବେଶରେ ପଡୋଶୀଙ୍କ ଘରେ ପଶି ଛୁରାମାଡ କରିଥିବା ରୂପେଶ ପଣ୍ଡା ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆକ୍ରମଣକାରୀ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି ପୋଲିସ । ରୂପେଶଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି । ସେପଟେ ଆହତ ମହିଳାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଶୈଳାଶ୍ରୀ ବିହାର VIM-୧୮୬ ନମ୍ବର ଘରେ ପଶି ମା’-ଝିଅଙ୍କୁ ଆକ୍ରମଣ କରିଥିଲେ ରୂପେଶ । ଝିଅ ପୋଷାକରେ ଘରେ ପଶି କରିଥିଲେ ଆକ୍ରମଣ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular