ନୂଆଦିଲ୍ଲୀ: ଭାରତୀୟ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ବୋରା ମୃତ୍ୟୁ ବରଣ କରିଛନ୍ତି । ତେବେ ତାଙ୍କ ମୃତ୍ୟୁ ସମୟରେ ତାଙ୍କୁ ୯୩ ବର୍ଷ ହୋଇଥିବାର ସୂଚନା ମିଳିଛି । କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟରେ ଅବନ୍ନତି ଫଳରେ ସେ ଦିଲ୍ଲୀ ସ୍ଥିତ ଫୋର୍ଟିସ ଏସ୍କାର୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କ ଜନ୍ମଦିନ ଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0