ଭାରତୀୟ କ୍ରିକେଟର ମମମ୍ମଦ ସାମିଙ୍କ ପତ୍ନୀ ଅଧିକାଂଶ ସମୟରେ କିଛି ନା କିଛି କହି ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ରାମ ମନ୍ଦିର ନିର୍ମାଣକୁକୁ ନେଇ ଯେଉଁ ଭୁମିପୁଜା ଆୟୋଜନ କରାଯାଇଥିଲା ତାକୁ ନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଚା ଜଣାଇଥିଲେ । ଏହାପରେ ତାଙ୍କୁ ହତ୍ୟା ଧମକ ସହ ବଳାକ୍ରାର ର ଧମକ ମିଳିଥିବା ଜଣାପଡିଛି । ଅଗଷ୍ଟ ୫ରେ ହସିନଙ୍କ ଏମିତି ଏକ ପୋଷ୍ଟ ପରେ ତାଙ୍କୁ ଯେଉଁ ଧମକ ମିଳିଛି ତାକୁ ନେଇ ସେ ଏବେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ,ସ୍ୱରଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହଯୋଗ ଲୋଡିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0