spot_img

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡକୁ ୧୫ ବର୍ଷ ଜେଲ

ଇସଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜକିଉର ରେହମାନ ଲଖଭିକୁ ୧୫ ବର୍ଷ ଜେଲ ଦଣ୍ଡ ଦେଇଛି ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ । ଲାହୋରର ଏହି ଅଦାଲତ ଆତଙ୍କୀ କାର୍ୟ୍ୟକଳାପ ପାଇଁ ଫଣ୍ଡି କରିବା ଅପରାଧରେ ଏହି ଦଣ୍ଡାଦେଶ ଶୁଣାଇଛି। ଏଫଏଟିଏଫର ବୈଠକ ପୂର୍ବରୁ ପାକିସ୍ତାନ ସରକାର ଚାପରେ ପଡି ଲଖଭିକୁ ସଜା ଦେଇଛି। ଏ ହେଉଛି ସେହି ଲଖଭି ଯାହାକୁ କାନ୍ଧାରରେ ଭାରତୀୟ ବିମାନ ଅପହରଣ ପରେ ଜେଲ୍ରୁ ଛଡା ଯାଇଥିଲା। ଏହା ସହ ଲଖଭି ଉପରେ ଜରିମାନା ମଧ୍ୟ ଲଗାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular