spot_img

ମୁମ୍ବାଇ ପ୍ଳେ ଅଫ ପକ୍କା

ଆବୁଧାବି:ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚକୁ ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିଛି । ତେବେ ଚଳିତ ବର୍ଷ ଆଇପିଏଲର ପ୍ରଥମ ଟିମ ଭାବେ ମୁମ୍ବାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular