spot_img

ଆନ୍ଦୋଳନକାରୀ କୃଷକଙ୍କୁ ଏପରି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ବିରୋଧୀଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ କଠୋର ଥିଲା । ତେବେ ତିନୋଟି ନୂତନ କୃଷି ଆଇନ ବିରୁଦ୍ଧରେ ଆନେ୍ଦାଳନ କରୁଥିବା ଚାଷୀମାନଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, କୃଷକମାନେ ତାଙ୍କ ଆନେ୍ଦାଳନରୁ ଖୁବଶୀଘ୍ର ଓହରି ଯିବା ଆବଶ୍ୟକ । ଏହା ସହ କହିଛନ୍ତି, ଏମଏସପି ଭାରତରେ ରହିଛି, ରହିବ ଓ ରହି ଆସୁଥିବ । ଅନ୍ୟପଟେ ରାଜ୍ୟସଭାରେ କୃଷକଙ୍କୁ ବିଭିନ୍ନ ରାଜନୈତିକ ଦଳ ବିଭ୍ରାନ୍ତି କରୁଛନ୍ତି ବୋଲି ଅଭିଯୋଗ ଆଣି ନରେନ୍ଦ୍ର ମୋଦି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular