spot_img

ହିଞ୍ଜିଳି ଥାନା ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳିତ

ହିଞ୍ଜିଳକାଟୁ: ହିଞ୍ଜିଳକାଟୁ ହିଞ୍ଜିଳି ଥାନା ପକ୍ଷ ରୁ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ଅନୁଷ୍ଠିତ ହେଇଯାଇଛି l ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଥିଲା l ଏହି କାର୍ୟ୍ୟକ୍ରମ ରେ ଆର ଟି ଓ ଲାଲ ମୋହନ ସେଠୀ ଓ ଏମଭି ଆଇ ଶିବ ପ୍ରସାଦ ଚୌଧିରୀ, ଆସ୍କା ଏସ.ଡି.ପିଓ ସୂର୍ୟ୍ୟମଣି ପ୍ରଧାନ, ହିଞ୍ଜିଳିକାଟୁ ପୌର କାର୍ୟ୍ୟନିର୍ବାହୀଅଧିକାରୀ ଡ. ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସ୍ନନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷ ଏନ. ରଘନାଥ ପ୍ରମୁଖ ମଞ୍ଚାସିନଥିଲେ l ସଡ଼କ ସୁରକ୍ଷା ମାସ ପାଳନ ଅବରରେ ଜଣ ସାଧାରଣଙ୍କୁ ଟ୍ରାଫିକ ନିୟମ ପାଳନ କରି ଗାଡ଼ି ଚଳାଇବା ସହିତ ୨ଚକିଆ ଯାନ ରେ ଯାତ୍ରା କରିଲେ ହେଲମେଟ ପିନ୍ଧିବା ଓ ସିଟ୍ ବେଲ୍ଟ ପିନ୍ଧି ଗାଡ଼ି ଚଳାଇବାକୁ କହିଥିଲେ l ସଭା ଶେଷ ରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡରୁ ଏକ ସାଇକଲ ରାଲି ବାହାରି ହିଞ୍ଜିଳି କାଟୁ ସହରର ଜନସାଧରଣଙ୍କୁ ସଚେତନା କରିଥିଲେ l

LEAVE A REPLY

Please enter your comment!
Please enter your name here

- Advertisment -

Most Popular