ନୂଆଦିଲ୍ଲୀ: ଭାରତୀୟ ଟି-୨୦ ଦଳରେ ସାମିଲ ହେଲେ ପେସ ବୋଲର ଟି. ନଟରାଜନ । ତେବେ ଲେଗସ୍ପିନର ବରୁଣ ଚକ୍ରବର୍ତ୍ତୀ କାନ୍ଧରେ ଆହତ ଯୋଗୁଁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ଦିଆଯାଇଛି । ତେବେ ତାଙ୍କ ସ୍ଥାନରେ ଖେଳିବେ ନଟରାଜନ ।

Visitors Today : 3
Total Visitors : 130169
Total Views : 9891615
Visitors Online Now : 0