spot_img

ପ୍ରେମରେ ପଡିଲେ କ୍ରିକେଟର

ନୂଆଦିଲ୍ଲୀ: ଭାରତୀୟ ଦଳରେ ନୂତନ ସ୍ଥାନ ପାଇଥିବା ନବଦ୍ୱିପ ସାଇନି ଏବେ ଚର୍ଚ୍ଚାରେ । ତେବେ ନିଜ ଗର୍ଲଫ୍ରେଣ୍ଡ ପୂଜା ବିଜାର୍ନିଆଙ୍କ ସହ ଫୋଟ ସେୟାର କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ନବଦ୍ୱିପ ସାଇନି । ତେବେ ପୂଜା ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଲିଭରର କିଛି ଅଂଶ ଦାନ କରିଥିଲେ । ୨୦୧୭ରେ ଡାକ୍ତର ଭୂଷଣ ଶ୍ରୀବାସ୍ତବ ପୂଜାଙ୍କ ଲିଭର ତାଙ୍କ ପିତାଙ୍କଠାରେ ସଫଳ ପ୍ରତିରୋପଣ କରିଥିଲେ । ଏହା ସହ ପିତାଙ୍କ ଚିକିତ୍ସା ପାଇଁ ପୂଜା ତାଙ୍କ ପରିବାର ସମ୍ପତ୍ତି ବିକ୍ରି କରି ଦେଇଥିଲେ । ତେବେ ଏନେଇ ଏକ ପୋଷ୍ଟ ସେୟାର କରିଥିଲେ ଡାକ୍ତର ଭୂଷଣ ଶ୍ରୀବାସ୍ତବ । ଯାହା ସେ ସମୟରେ ଭାଇରାଲ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular