spot_img

ଦୁଇ ଦିନ ପାଇଁ ନେଟଫ୍ଲିକ୍ସ ମାଗଣା

ନୂଆଦିଲ୍ଲୀ: ଷ୍ଟ୍ରିମ୍ ଫେଷ୍ଟ ଅଧୀନରେ ଭାରତରେ ନେଟଫ୍ଲିକ୍ସ ଦୁଇ ଦିନ ପାଇଁ ମାଗଣା ସେବା ଯୋଗାଇବ । ତେବେ ନେଟଫ୍ଲିକ୍ସ ଷ୍ଟ୍ରିମ୍ ଫେଷ୍ଟ ଅଧୀନରେ ୯ ଡିସେମ୍ବର ଠାରୁ ୧୧ ଡିସେମ୍ବର ୮.୫୯ ସମୟ ପର୍ୟ୍ୟନ୍ତ ଲୋକଙ୍କୁ ମାଗଣା ନେଟଫ୍ଲିକ୍ସ ଦିଆଯିବାର ସୂଚନା ମିଳିଛି । ନେଟଫ୍ଲିକ୍ସ ଷ୍ଟ୍ରିମ୍ ଫେଷ୍ଟ ଅଧୀନରେ, ମାଗଣା ନେଟଫ୍ଲିକ୍ସ ଦେଖିବାର ନିୟମ ସମାନ ରହିବ ।

ତେବେ ଏଥିପାଇଁ ଆପଣଙ୍କୁ ନେଟଫ୍ଲିକ୍ସରେ ସାଇନ୍ ଅପ୍ କରିବାକୁ ପଡିବ । ଅନ୍ୟପଟେ ନେଟଫ୍ଲିକ୍ସ ଷ୍ଟ୍ରିମ୍ ଫେଷ୍ଟ ଅଧୀନରେ ମାଗଣା ନେଟଫ୍ଲିକ୍ସ ବିଷୟବସ୍ତୁ ଦେଖିବା ପାଇଁ କାର୍ଡ ବିବରଣୀ ମଧ୍ୟ ଦେବାକୁ ପଡିବ ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular